ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନନୁଭାଷଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନନୁଭାଷଣ   ବିଶେଷ୍ୟ

ଅର୍ଥ : ନ୍ୟାୟଶାସ୍ତ୍ରାନୁସାରେ ଏକ ପ୍ରଥା ଯେଉଁଥିରେ ବାଦୀ ନିଜ ବିଷୟକୁ ସ୍ପଷ୍ଟ କରିବାପାଇଁ ତିନି ଥର ଦୋହରାଏ ତଥା ସବୁ ଲୋକ ବୁଝିଯାଆନ୍ତି ଯାହା ଫଳରେ ପ୍ରତିବାଦୀ ତାର କୌଣସି ଉତ୍ତର ଦେଲେ ନାହିଁ

ଉଦାହରଣ : ଅନନୁଭାଷଣରେ ପ୍ରତିବାଦୀକୁ ହାରିଗଲା ବୋଲି ଗ୍ରହଣ କରାଯାଏ


ଅନ୍ୟ ଭାଷାରେ ଅନୁବାଦ :

वह अवस्था जिसमें न्यायशास्त्रानुसार जब वादी अपने विषय को स्पष्ट करने के लिए तीन बार दोहराए तथा सब लोग समझ जाएँ, तदनन्तर प्रतिवादी उसका कुछ उत्तर न दे।

अननुभाषण में प्रतिवादी को हारा हुआ माना जाता है।
अननुभाषण